ନାରୀ ମାନଙ୍କର କେଉଁ ଲକ୍ଷଣ ଥିଲେ ତାଙ୍କୁ ଅଲକ୍ଷ୍ମୀ କୁହାଯାଏ?


ହିନ୍ଦୁ ଘରର ନାରୀ ହିଁ ସେହି ଘରର ଲକ୍ଷ୍ମୀ ହୋଇଥାନ୍ତି | ତାଙ୍କର ଧର୍ମ , କର୍ମ , ତପ , ନିଷ୍ଠା ବଳରେ ଗୋଟେ ଘର ସ୍ୱର୍ଗ ହୁଏ | ପୁଣି ତାଙ୍କର କୁକର୍ମ ଦ୍ୱାରା ଘର ନର୍କ ହୁଏ ଅର୍ଥାତ ସେହି ଘରରୁ ଲକ୍ଷ୍ମୀ ଛାଡିଯାନ୍ତି | ସେହି ଘରରୁ ଧନ ,ମାନ , ଯଶ ଦୂରେଇଯାଏ | ପୁଣି ଦୁଃଖ କଷ୍ଟରେ କାଳାତିପାତ କରନ୍ତି | ସେହି ନାରୀ ମାନଙ୍କୁ ଅଲକ୍ଷ୍ମୀ କୁହନ୍ତି | ବଳରାମ ଦାସଙ୍କର ରଚିତ ମାଣବସା ଗୁରୁବାର ବହିରେ ମାଆ ଲକ୍ଷ୍ମୀ ଭାବେ ବୁଝାଇଛନ୍ତି ସମସ୍ତ ଲକ୍ଷଣ ଗୁଡିକୁ |

ନାରୀ ମାନଙ୍କର ଏହି ଲକ୍ଷଣ ଥିଲେ ତାଙ୍କୁ ଅଲକ୍ଷ୍ମୀ କୁହାଯାଏ ସେହି ଗୁଡିକ ହେଲା :-
=> ଯେଉଁ ନାରୀ ମାନେ ମାଆ ଲକ୍ଷ୍ମୀଙ୍କର କଥାକୁ ମନଦେଇ ଶୁଣନ୍ତି ନାହିଁ |
=> ଯେଉଁ ନାରୀ ମାନେ ଗୁରୁବାର ଲିପା ପୋଛା କରନ୍ତି ନାହିଁ |
=> ଯେଉଁ ନାରୀ ମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ଶଯ୍ୟା ଛାଡ଼ନ୍ତି ନାହିଁ |
=> ଯେଉଁ ନାରୀ ମାନେ ଶଯ୍ୟା ଛାଡିଲା ପରେ ସେହି ଶଯ୍ୟାକୁ ଭାଙ୍ଗିକି ରଖନ୍ତି ନାହିଁ |
=> ଯେଉଁ ନାରୀ ମାନେ ମହାଲକ୍ଷ୍ମୀ ପ୍ରସାଦ ଅନ୍ୟମାନଙ୍କୁ ଦିଅନ୍ତି |
=> ଯେଉଁ ନାରୀ ମାନେ ଗୁରୁବାର ଦିନ ଖଇ ଭାଜନ୍ତି |
=> ଯେଉଁ ନାରୀ ମାନେ ଗୁରୁବାର ଦିନ ଆମିଷ ଖାନ୍ତି |
=> ଯେଉଁ ନାରୀ ମାନେ ଗୁରୁବାର ଦିନ କେଶ ପଖାଳେ ନାହିଁ |
=> ଯେଉଁ ନାରୀ ମାନେ ଗୁରୁବାର ଦିନ ତୁଳାକୁ ଭିଣନ୍ତି |
=> ଯେଉଁ ନାରୀ ମାନେ ଗୁରୁବାର ଦିନ ଲାଉରେ ଆମିଷ ଦେଇ ଯେ ଗ୍ରାସ କରନ୍ତି |
=> ଯେଉଁ ନାରୀ ମାନେ ଖଟର ଛାୟାରେ ଶୟନ କରନ୍ତି |
=> ଯେଉଁ ନାରୀ ମାନେ ରାତ୍ରକାଳ ରେ ଦ‌ଧିଅନ୍ନ ଭୋଜନ କରନ୍ତି |
=> ଯେଉଁ ନାରୀ ମାନେ ଭୋଜନ ସମୟେ ଭୂମିରେ ଅନ୍ନ ପକାନ୍ତି |
=> ଯେଉଁ ନାରୀ ମାନେ ଅଧିକା ଖାଦ୍ୟ ଆଣି ଅନ୍ନ ଫୋପାଡ଼ି ଦିଅ |
=> ଯେଉଁ ନାରୀ ମାନେ ଗୁରୁବାର ଦିନ ଚୁଲି ଭଲ ଭାବେ ସଫା କରନ୍ତି ନାହିଁ |
=> ଯେଉଁ ନାରୀ ମାନେ ଗୁରୁବାର ଦିନ ଶୁକ୍ଳ ଲୁଗା ପିନ୍ଧନ୍ତି ନାହିଁ |
=> ଯେଉଁ ନାରୀ ମାନେ ଗୁରୁବାର ଦିନ ସନ୍ଧ୍ୟା ସମୟରେ ପିଲାଙ୍କୁ ମାରନ୍ତି |
=> ଯେଉଁ ନାରୀ ମାନେ ସନ୍ଧ୍ୟା ଗଡ଼ିଗଲେ ପୂଜା କରନ୍ତି |
=> ଯେଉଁ ନାରୀ ମାନେ ଗୁରୁବାର ଦିନ ପୋଡ଼ା ଦ୍ରବ୍ୟ ଖାଏ |
=> ଯେଉଁ ନାରୀ ମାନେ ଶ‌ଯ୍ୟ ବଙ୍କା କରିଣ ବିଛାଏ |
=> ଯେଉଁ ନାରୀ ମାନେ ଶାଶୁ ଶ୍ୱଶୁରଙ୍କ କଥା ମାନନ୍ତି ନାହିଁ |
=> ଯେଉଁ ନାରୀ ମାନେ ଉଲଗ୍ନ ହୋଇ ଶ‌ୟନ କରେ |
=> ଯେଉଁ ନାରୀ ମାନେ ଆଳସ୍ୟ କାରଣରୁ ପାଦ ନ ଧୋଇ ଭୋଜନ କରନ୍ତି |
=> ଯେଉଁ ନାରୀ ମାନେ ଗୁରୁବାର ଦିନ କୁଷ୍ମାଣ୍ଡ ଫଳ କାଟନ୍ତି |
=> ଯେଉଁ ମାନେ ଋତୁମତୀ ନାରୀ ରମଣ କରନ୍ତି |
=> ଯେଉଁ ନାରୀ ମାନେ ସଠିକ ସମୟରେ ପିତୃଶ୍ରାଦ୍ଧ କରନ୍ତି ନାହିଁ |
=> ଯେଉଁ ନାରୀ ମାନେ ସବୁବେଳେ କଥା କ‌ହୁଥିବା ହସୁଥାନ୍ତି |
=> ଯେଉଁ ନାରୀ ମାନେ ସକାଳୁ ଶେଯରୁ ଉଠି ମୁଖ ଧୁଏ ନାହିଁ |
=> ଯେଉଁ ନାରୀ ମାନେ ଆସନ ବିନା ଯେ ଭୂମିପରେ ବସି ଖାଏ |
=> ଯେଉଁ ନାରୀ ମାନେ ଦକ୍ଷିଣ ପଶ୍ଚିମ ମୁଖ ଆଡେ ବସି ଭୋଜନ କରନ୍ତି |
=> ଯେଉଁ ନାରୀ ମାନେ ସନ୍ଧ୍ୟାରେ କୁଣ୍ଡାଇ କେଶ ବାନ୍ଧେ |
=> ଯେଉଁ ନାରୀ ମାନେ ଭୋଜନ କରିବା ପରେ ମୁଖ ଶୋଧନ କରନ୍ତି ନାହିଁ |
=> ଯେଉଁ ନାରୀ ମାନେ ଅନ୍ଧକାର ଘରେ ଭୋଜନ କରନ୍ତି |
=> ଯେଉଁ ନାରୀ ମାନେ ନିଜ ପତିଠାରେ ରୋଷ କରନ୍ତି |
=> ଯେଉଁ ନାରୀ ମାନେ ପର ପୁରୁଷକୁ ଭଲ ପାନ୍ତି |
=> ଯେଉଁ ନାରୀ ମାନେ ସଫାସୁତୁରା ରହନ୍ତି ନାହିଁ |
=> ଯେଉଁ ନାରୀ ମାନେ କଳ କରନ୍ତି , ଅଳସୀ |
=> ଯେଉଁ ନାରୀ ମାନେ ଖାଦ୍ୟ ପରଷିବା ବେଳେ ପକ୍ଷ‌ପାତ କରେ |



0 ratings









Comments

Author

Ram Krushna Ray

Ram Krushna Ray

No Bio Available


1 followers

Credits

odiamobhasa.com

Stats

Published
2150 days ago
event
Page Views last 24h
0
av_timer
Total Page Views
1K
assessment
Revenue
attach_money1.4052
monetization_on

Advertisement

Related Posts
10 surprising facts of sex

10 surprising facts of sex

Relationship
593 views
star_border star_border star_border star_border star_border

Relationship
27 views
star_border star_border star_border star_border star_border

Relationship
43 views
star star star star star

Relationship
53 views
star_border star_border star_border star_border star_border

Advertisement

Like us on FB!

More Posts

Couples Therapy in Palm Beach County

Couples Therapy in Palm Beach County

Health
4 views
star_border star_border star_border star_border star_border
My First Love

My First Love

Relationship
154 views
star star star star_border star_border
Berhubungan Seks Bisa Atasi 7 Masalah Ini.!?

Berhubungan Seks Bisa Atasi 7 Masalah Ini.!?

Experimental
63 views
star_border star_border star_border star_border star_border

Jokes
28 views
star star star star star
Do they?

Do they?

Funny
45 views
star star star star star
Girl Gone viral by her kick flip trick. Double no comply

Girl Gone viral by her kick flip trick. Double no comply

Sports
90 views
star_border star_border star_border star_border star_border
Lafayette Cosmetic Dentist

Lafayette Cosmetic Dentist

Health
44 views
star_border star_border star_border star_border star_border
best friends convo!! :P

best friends convo!! :P

Funny
236 views
star_border star_border star_border star_border star_border
We Buy Houses Detroit - Sell My House Fast Detroit

We Buy Houses Detroit - Sell My House Fast Detroit

For Men
4 views
star_border star_border star_border star_border star_border

Miscellaneous
20 views
star_border star_border star_border star_border star_border
Licensed Therapist in West Palm Beach

Licensed Therapist in West Palm Beach

Health
2 views
star_border star_border star_border star_border star_border

Quotes
29 views
star star star star star
The Stress Relief Therapies Using Ayurveda

The Stress Relief Therapies Using Ayurveda

Health
5 views
star_border star_border star_border star_border star_border
Emma Watson <3

Emma Watson <3

GIF
122 views
star_border star_border star_border star_border star_border
Who is your best friend of 2016?

Who is your best friend of 2016?

Pic
553 views
star star star star star
How about your Day?

How about your Day?

Funny
35 views
star_border star_border star_border star_border star_border
Organ Donation

Organ Donation

Health
29 views
star_border star_border star_border star_border star_border
Random Post